ମୋର ପ୍ରିୟ ଭାଇ ଓ ଭଉଣୀ ସମସ୍ତଙ୍କୁ " ବନ୍ଦେ ମାତାରମ "
ଆପଣ ଜାଣି ଅତ୍ୟନ୍ତ ଆନନ୍ଦିତ ହେବେ, ଯେ ଡିସେମ୍ବର ମାସ
୯ ତାରିଖ ରବିବାର ସମୟ ଦିବା ୧୧ ଘଟିକା ରେ ଅନୁଷ୍ଠିତ
ହେବାକୁ ଯାଉଛି ମହା ହିନ୍ଦୁ ସମ୍ମିଳନୀ। ସ୍ଥାନ ITI ପଡିଆ,
ବାଲେଶ୍ୱର। ଏଣୁ ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ମୟୁର ଭଞ୍ଜ
ଜିଲ୍ଲା ର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ବିନୀତ ଅନୁରୋଧ
ସମସ୍ତେ ଉପସ୍ଥିତ ରହିବା ହେବେ।
ମୁଖ୍ୟ ଉଦ୍ଦେଶ୍ୟ :- ରାଷ୍ଟ୍ରୀୟତାର ପ୍ରତୀକ ପ୍ରଭୁ ଜୟ ଶ୍ରୀରାମ ଲାଲା ଙ୍କର ମଂଦିର
ନିର୍ମାଣ

No comments:
Post a Comment